POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମଙ୍ଗଳପୁର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ

Article Image


ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com: ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ତା - ୨୩/୯: ସଦର ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ମା' ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ତରଫରୁ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ଫଚ ଉପଚାରରେ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଆନୟନ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ଦ୍ବାରା ଘାଟରେ ପହଁଚି ବିଧା ଅନୁସାରେ ପୂଜା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା। ପୂଜକ ଶରତ ଚନ୍ଦ୍ର ଦାସ...

ପଢିବା ଜାରି ...

ମହାବୀର ବଜାରରେ ବୁଧେଇ ଓଷାର ଶେଷ ପାଳି ପାଳିତ

Article Image


ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com: ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ଢେଙ୍କାନାଳ ସହରର ମହାବୀର ବଜାରଠାରେ ଭକ୍ତି ଓ ନିଷ୍ଠାର ସହ ବୁଧେଇ ଓଷାର ଶେଷ ପାଳି ପାଳିତ ହୋଇଯାଇଛି।

ଭାଦ୍ରବ ମାସର ଚାରିଟି ବୁଧବାରରେ ପାଳିତ ହେଉଥିବା ଏହି ବୁଧେଇ ଓଷା ପିଲାମାନଙ୍କ ମଙ୍ଗଳ ଏବଂ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରି ପାଳନ କରାଯାଇଥାଏ।

ଏହି ଅବସରରେ ଶିଳ ଓ ଶିଳପୁଆରେ ବୁଦ୍ଧି ବାମନଙ୍କ ଚିତ୍ର ଅଙ୍କନ କରାଯାଇ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ବିଭିନ୍ନ ପ୍ରକାରର ଫୁଲ, ଦୀପ ଓ ଧୂପ ସହ ଭୋଗ ଲାଗି କରାଯାଇଥିଲା।

ଭୋଗରେ ଉଖୁଡ଼ା, ରାଶି ଲଡୁ, ନଡ଼ିଆ,...

ପଢିବା ଜାରି ...

ରିଜର୍ଭ ପୋଲିସ୍ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ପାଇଁ ମୃତିକା ଅନୁକୂଳ

Article Image


ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com: ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ତା - ୨୩/୯: ଢେଙ୍କାନାଳ ରିଜର୍ଭ ପୋଲିସ୍ ଦୁର୍ଗାପୂଜା କମିଟି ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରେ ପୂଜାର୍ଚ୍ଚନା କରାଯାଇ ମା' ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ଦ୍ବାରା ଘାଟରେ ପହଁଚି ବିଧ‌ି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା ।

ପଢିବା ଜାରି ...

ଲକ୍ଷ୍ମୀବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ପକ୍ଷରୁ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ

Article Image


ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com: ( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :

ତା - ୨୩/୯: ଢେଙ୍କାନାଳ ସହର ଲକ୍ଷ୍ମୀବଜାର ପୂଜା ପ୍ରତିଷ୍ଠାନ ତରଫରୁ ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ଫଚ ଉପଚାରରେ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମୃତିକା ଅନୁକୂଳ କରାଯାଇଥିଲା । କମିଟିର ସମସ୍ତ ସଦସ୍ୟବୃନ୍ଦଙ୍କ ସହଯୋଗରେ ସଂକୀର୍ତନ ବାଦ୍ୟ ଦ୍ବାରା ଘାଟରେ ପହଁଚି ବିଧ‌ି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା । ପୂଜକ ବାପି ରଥ ଓ କର୍ତା ରଙ୍ଗାଧର...

ପଢିବା ଜାରି ...

ପଦ୍ମ ବଜାର ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ

Article Image


ଢେଙ୍କାନାଳ, 23/09/2026, ଉତ୍କଳ voice news - utkalvoicenews.com: *( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :*

ତା - ୨୩/୯ : ଢେଙ୍କାନାଳ ସହର ପଦ୍ମବଜାର ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ଆଜି ପବିତ୍ର ସୁନିଆ ଓ ବାମନ ଜନ୍ମ ଅବସରରେ ସ୍ଥାନୀୟ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇ ମା’ ମହାଲକ୍ଷ୍ମୀଙ୍କ ମୃଣ୍ମୟୀ ମୂର୍ତି ନିର୍ମାଣ ପାଇଁ ମାଟି ଅନୁକୂଳ କାର୍ଯ୍ୟକ୍ରମ ଶେଷ ହୋଇଯାଇଅଛି । ବଜାରର ସମସ୍ତ କର୍ମକର୍ତା ତଥା ସାହିବାସୀନ୍ଦା ସଂକୀର୍ତନ ବାଦ୍ୟ ଦ୍ବାରା ଘାଟରେ ପହଁଚି ବିଧ‌ି ଅନୁସାରେ ପୂଜା କରାଯାଇ ମାଟି ଅଣି ସହର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ରଖାଯାଇଥିଲା । ପୂଜକ ସିଦ୍ଧେଶ୍ବର ତ୍ରିପାଠୀ ଓ...

ପଢିବା ଜାରି ...

ଦିନ ସାରା ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

Article Image


ବୁଗୁଡ଼ା, 23/09/2026, ଉତ୍କଳ voice news - utkalvoicenews.com: (ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ବଙ୍ଗୋପସାଗର ରେ ସୃଷ୍ଟ ସମ୍ଭାବ୍ୟ ବାତ୍ଯା ” ଅର୍ଣ୍ଣବ” ପ୍ରଭାବରେ ବର୍ଷା ଓ ପବନ ଦ୍ବାରା ପରିବା ଫସଲ ହାନିର ଆଶଙ୍କା କରି ବୁଗୁଡା ଅଞ୍ଚଳର ଚାଷୀକୁଳ ଟିକେ ଆତଙ୍କିତ ହୋଇପଡିଥିବା ବେଳେ ଧାନ ବିଲରେ ପାଣି ଭର୍ତ୍ତି ହୋଇରହିଛି। ବାତ୍ୟା ପ୍ରଭାବରୁ ଆଜି ସକାଳୁ ହିଁ ମେଘୁଆ ପାଗ ସାଙ୍ଗକୁ ଝିପିଝିପି ବର୍ଷା ଅନବରତ ଲାଗି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ପୂର୍ବରୁ ସରକାରୀ ଘୋଷଣା ପ୍ରକାରେ ସମସ୍ତ ଶିକ୍ଷାନୁଷ୍ଠାନ ୨୨ରୁ୨୪ ପର୍ଯ୍ୟନ୍ତ ଛୁଟି ରହିଥିବା ବେଳେ ତୁହାକୁତୁହା ବର୍ଷା ଯୋଗୁଁ ବିଭିନ୍ନ କାର୍ଯ୍ୟାଳୟ ସମେତ ବସଷ୍ଟାଣ୍ଡ ଓ ବଜାର...

ପଢିବା ଜାରି ...

ଏରସମା ମେଡିକାଲ ସମ୍ମୁଖରେ ଧାରଣା, ଅଧଘଣ୍ଟାରେ ଠିକ୍ ହେଲା ଜେନେରେଟର

Article Image


ଏରସମା, 23/09/2026, ଉତ୍କଳ voice news - utkalvoicenews.com: (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଏରସମା ମୁଖ୍ୟ ଡାକ୍ତରଖାନାରେ ବିଦ୍ୟୁତ୍ ସରବରାହ ବନ୍ଦ ସମୟରେ ଜେନେରେଟର ଚାଲୁ ନହେବାକୁ ନେଇ ମେଡିକାଲ ସମ୍ମୁଖରେ ଧାରଣା ଦେଇଛନ୍ତି ଜିଲ୍ଲା କଂଗ୍ରେସ ମୁଖପାତ୍ର ଅଭିଜିତ ସାହୁ ଓ ସରପଞ୍ଚ ରଞ୍ଜନ କୁମାର ଜେଠୀ।

ଅଭିଯୋଗ ଅନୁସାରେ, ଆଜି ଶିଶୁ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଆସିଥିବାରୁ ମେଡିକାଲରେ ରୋଗୀଙ୍କ ଭିଡ଼ ଥିଲା। ଏହି ସମୟରେ ବର୍ଷା ଯୋଗୁଁ ବିଦ୍ୟୁତ୍ କାଟ୍ ହୋଇଥିବା ବେଳେ ଜେନେରେଟର ଚାଲୁ ନଥିବାରୁ ମହିଳା, ଶିଶୁ ଓ ରୋଗୀଙ୍କ ସମ୍ପର୍କୀୟମାନେ ଗରମରେ ହଇରାଣ ହୋଇଥିଲେ।

ଘଟଣାକୁ ନେଇ ଅଭିଜିତ ସାହୁ ଓ ରଞ୍ଜନ ଜେଠୀ...

ପଢିବା ଜାରି ...

ଭିନ୍ନକ୍ଷମ ଭତ୍ତା କେବେ ମିଳିବ?

Article Image


ଏରସମା, 23/09/2026, ଉତ୍କଳ voice news - utkalvoicenews.com: (ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକ ଙ୍କ ରିପୋର୍ଟ) :

ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାକୁ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଥିବା ବେଳେ ପ୍ରମାଣପତ୍ର ମିଳିବା ପରେ ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରି ସାତ ମାସ ବିତିଗଲାଣି। ତଥାପି ଏଯାବତ୍ ଭତ୍ତା ମିଳିନଥିବା ଅଭିଯୋଗ କରିଛନ୍ତି ଜଣେ ଭିନ୍ନକ୍ଷମ ବ୍ୟକ୍ତି।

ପ୍ରକାଶ ଯେ, ଏରସମା ବ୍ଲକ୍‌ ଗଡବିଶୁନପୁର ପଞ୍ଚାୟତ ଅନ୍ତର୍ଗତ ଖଟିକୋଳଦା ଗ୍ରାମର ମାଗୁ ବେହେରା (୫୮) ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ। ପ୍ରାୟ ତିନି ବର୍ଷ ତଳେ ସେ ନିଜ ଟିଭିଏସ୍‌ ଗାଡ଼ିରେ ବୋରିକିନାରୁ ବରଫ ନେଇ ଘରକୁ ଫେରୁଥିବା ସମୟରେ ଏକ ପଲସର ଗାଡ଼ି...

ପଢିବା ଜାରି ...

ଶିଆଳି ସମୁଦ୍ରକୂଳରେ ବଢ଼ିଲା ଅଶାନ୍ତି

Article Image


ଏରସମା, 23/09/2026, ଉତ୍କଳ voice news - utkalvoicenews.com: ( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ। ) :

ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ଆଶଙ୍କା। ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ର ଶିଆଳି ସମୁଦ୍ରକୂଳରେ ଦେଖିବାକୁ ମିଳୁଛି ସମୁଦ୍ରର କରାଳ ରୂପ।

ଧୀରେ ଧୀରେ ବଢ଼ୁଛି ସମୁଦ୍ରର ଗର୍ଜନ। ଏହା ସହିତ ବଢ଼ୁଛି ପବନର ବେଗ। ଉଚ୍ଚ ଜୁଆର ଯୋଗୁଁ ସମୁଦ୍ର ଅଶାନ୍ତ ହୋଇପଡ଼ିଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳବାସୀଙ୍କ ମନରେ ଦେଖାଦେଇଛି ଭୟ ଓ ଆଶଙ୍କା।

ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାରର ପ୍ରସ୍ତୁତି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ସତର୍କ କରାଯାଇଥିବା ବେଳେ ପର୍ଯ୍ୟଟକମାନଙ୍କୁ ମଧ୍ୟ ସମୁଦ୍ରକୂଳକୁ ନଯିବା...

ପଢିବା ଜାରି ...

କରସିଂଙ୍ଗିରେ ସେବା ସେତୁ ଅଭିଯାନ

Article Image


ବୁଗୁଡ଼ା, 23/09/2026, ଉତ୍କଳ voice news - utkalvoicenews.com: (ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କରସିଂଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଗୁଡ଼ା ପଞ୍ଚାୟତ ସମିତି ଆନୁକୂଲ୍ୟରେ "ସେବା ସେତୁ ଅଭିଯାନ ୨୦୨୬" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରଚୁଲି ଓ କରସିଂଙ୍ଗି ଗ୍ରାମ ପଞ୍ଚାୟତକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ବୁଗୁଡ଼ା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେବାସହ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ।ଏହି କାର୍ଯ୍ୟକ୍ରମ ଦ୍ୱାରା ହିତାଧିକାରୀମାନଙ୍କୁ ବାରମ୍ବାର ସରକାରୀ...

ପଢିବା ଜାରି ...

ସାରସ୍ୱତ ଉତ୍ସବରେ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀ ସମ୍ବର୍ଦ୍ଧିତ

Article Image


ଜଗତସିଂହପୁର, 23/09/2026, ଉତ୍କଳ voice news - utkalvoicenews.com: ( ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ ) :

ତା. ୨୨/୦୯/୨୦୨୬ : କଟକ ସିଡିଏ ସେକ୍ଟର-୮ ସ୍ଥିତ ସହସ୍ରାଂଶୁ ଶିଶୁ-କିଶୋର ଅନୁଷ୍ଠାନ ପକ୍ଷରୁ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଛି।

ଅନୁଷ୍ଠାନର ଅଧ୍ୟକ୍ଷ ସୌରମୋହନ ଉଦ୍‌ଗାତାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ଏହି ଅବସରରେ ବରିଷ୍ଠ ସାହିତ୍ୟିକ ତଥା ‘ନବକାକଳି’ର ସମ୍ପାଦକ ଡ. ସୁରେନ୍ଦ୍ର ନାଥ ତ୍ରିପାଠୀଙ୍କୁ ‘ଶ୍ରେଷ୍ଠ ଦାୟାଦ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ତାଙ୍କୁ ଶାଲ, ମୁମେଣ୍ଟୋ ଓ ସୁଦୃଶ୍ୟ ମାନପତ୍ର ପ୍ରଦାନ କରାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଡ. ହରିହର କାନୁନ୍‌ଗୋ, ମୁଖ୍ୟବକ୍ତା ଭାବେ ଉତ୍କଳ ସମାଜର ସମ୍ପାଦକ ରାଜୀବ...

ପଢିବା ଜାରି ...

ବିଶ୍ୱକର୍ମା ପୂଜା-୨୦୨୬: ସଜସଜ୍ଜା ପ୍ରତିଯୋଗିତାର ବିଜେତା ଘୋଷଣା

Article Image


ପାରାଦୀପ, 23/09/2026, ଉତ୍କଳ voice news - utkalvoicenews.com: (ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :


ତାରିଖ – ୨୩/୦୯/୨୦୨୬ : ପାରାଦୀପରେ ଆୟୋଜିତ ଭଗବାନ ବିଶ୍ୱକର୍ମା ପୂଜା ମହୋତ୍ସବ-୨୦୨୬ ଅବସରରେ ବିଭିନ୍ନ ବର୍ଗରେ ଅନୁଷ୍ଠିତ ସଜସଜ୍ଜା ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି। ସେପ୍ଟେମ୍ବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ପୂଜା ମହୋତ୍ସବରେ ବିଭିନ୍ନ ସଂଗଠନ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଆଉଟଡୋର୍ ଡେକୋରେସନ୍ ବର୍ଗରେ ଓଡ଼ିଶା ମେରାଇନ୍ ଫିସ୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ପ୍ରଥମ, ଜଗନ୍ନାଥ ଟ୍ରକ୍ ଓନର୍ସ ଆସୋସିଏସନ୍ ଦ୍ୱିତୀୟ ଏବଂ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ତୃତୀୟ ସ୍ଥାନ ହାସଲ କରିଛି।

ସେହିପରି ଇଣ୍ଟରନାଲ୍ ଡେକୋରେସନ୍ ବର୍ଗରେ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍ ପ୍ରଥମ,...

ପଢିବା ଜାରି ...