କଲାହାଣ୍ଡି / କୋକସରା, 22/11/2026, ଉତ୍କଳ voice news - utkalvoicenews.com( ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ ) :

ତା -୨୨/୧୧/୨୦୨୬ : ଆଜି ତହସିଲ ଅଫିସ ଠାରୁ ବିରାଟ ସମାବେଶ ରେ କଲାହାଣ୍ଡି ଜିଲ୍ଲା ରୁ ପ୍ରତ୍ୟେକ ଗ୍ରାମରୁ ମହିଳା , ପୁରୁଷ , ବୁଦ୍ଧି ଜିବି, ସମାଜ ସେବୀ ଲୋକେ ହଜାର ହଜାର ସଂଖ୍ୟାରେ ଏହି ରାଳି ରେ ଯୋଗଦାନ କରିଥିଲେ ଏବଂ କୋକସରା ଥାନା ଘୋରାଉ କରି ରାଜୁ ବାଗ ର ପରି ବାର କୁ ନ୍ୟାୟ ମିଳିବା ଓ ହତ୍ୟା କlରି ମାନଙ୍କୁ ଗିରଫ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି l
ଏହି କାର୍ଯ୍ୟ କ୍ରମ ରେ ସିଡୁଲକlଷ୍ଟ ଫେଡେରେସନ ଅଲ୍ ଓଡିଶା ମହା ସଚିବ ଜତିନ୍ଦ୍ର କର , ଆଇନ ଯିବି ଛବିଲାଲ ନିଆଲ, ଆଞ୍ଚଳିକ ଡ଼ମ୍ବ ସମାଜ ସଭାପତି ବନମାଳୀ ବାଗ, କୋକସରା ବ୍ଲକ ଉପାଦକ୍ଷ ରାଜିବ କୁମାର ଅଗ୍ରୱାଲା,ମାର୍କଣ୍ଡ ବେମାଲ ,କୈଶିକ ଦୂରିଆ, ରମେଶ ଚନ୍ଦ୍ର ଦୁର୍ଗା, କୁଶ ଛତ୍ରିଆ, ଖେତୁରାମ ପାତ୍ର, ବରିଷ୍ଟ ସମାଜ ସେବୀ ଗୋବର ଧନ ବାଗ, ଆଇନ ଯିବି ଦିଗାମ୍ବର ଦୁରିଆ ,ରଘୁନାଥ ଖମାରୀ, ଦିଗାମ୍ବର ଲୋହl, ରୁଦ୍ର ପ୍ରସାଦ ପାଣିଗ୍ରାହୀ, ବସନ୍ତ ନାୟକ, ଗରୁଡ଼ ବାଗ, ଦେବାନନ୍ଦ ନାୟକ, ପ୍ରହଲ୍ଲାଦ ଠାକୁର, ଶ୍ରୀବତ୍ସ ତାଣ୍ଡି, ରଜନୀକାନ୍ତ ସମର୍ଲିଆ, ନିରଞ୍ଜନ ପ୍ରସାଦ ବାଗ, ଶ୍ରୀକାନ୍ତ ଛତ୍ରିଆ, ବଳରାମ ଛତ୍ରିଆ, ସତ୍ୟବାନ ପାଣିଗ୍ରାହୀ, ଅଜୟ ଦୀପ, ଖଗେଶ୍ୱର ପାଣିଗ୍ରାହୀ, ଦିସାନ୍ତ ବେଶ୍ରା, ରୁଦ୍ର ପ୍ରସାଦ ନାୟକ, ତ୍ରିନାଥ ବାଗ,ପ୍ରଧାନୀ ବାଗ, ଧଜ ମହା ନନ୍ଦ,ଗଜିନ୍ଦ୍ର ନାଗ, ଛାୟା କାନ୍ତ ବେଣୁପାଣି , ଦିଗାମ୍ବର ବେମାଲ, ବେଣୁ ପାଣି ଦୁର୍ଗା, ମୁକେଶ ସୁନା ଏଲ୍ ଡି ଏ ଟିମ୍, ରଘୁ ନାଥ ଖମାରୀ, ଘନ ଶ୍ୟାମ ନାୟକ, ଯୋଷୋବନ୍ତ ନାୟକ, ଟିକି ଚନ୍ଦ୍ର ଧଙ୍ଗଡାମାଝୀ, ମୁରଲୀ ପାଣିଗ୍ରାହୀ, କିଶୋର ନାୟକ, ଜୁଗେଶ୍ୱର୍ ନାଗ,ହେରlମ୍ବ ସେନାପତି, ଲକ୍ଷ୍ୟ ଯୋତି ଜାଲ, ଢଗମାଳି ନାୟକ, ରଶ୍ମୀ ରଞ୍ଜନ ସୁନାନି, ଲଖମନ ମେହେର, ଡାକେଶ୍ୱର ଲହଜଲ୍, ମୁକ୍ତେଶ୍ୱର ନାୟକ, ଭୁବନେସ୍ୱର ପାଣିଗ୍ରାହୀ, ରେଖା ମହାନନ୍ଦ, ଫୁଲ ତୋଳା ଖମାରୀ, ଜୁଲି ନାୟକ, କୁମୁଦିନୀ ପାଣଗ୍ରାହୀ, ଜୟନ୍ତୀ ଦୁର୍ଗା, କଳାବତୀ ବାଗ, ପିଙ୍କି ମହାନନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଏହାର ଉଚିତ୍ ବିଚାର କରି ଅପରାଧୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଉଚିତ ଦଣ୍ଡ ଦେବା ପାଇଁ ଚେତାବନୀ ଦେଇଛନ୍ତି l

ନହେଲେ ଆଗାମୀ ଦିନରେ ଆହୁରି ଅଧିକ ମାତ୍ରାରେ ଯୋଗ ଦାନ କରି ରାସ୍ତା ଅବରୋଧ କରିବା ପାଇଁ ସରକାର ଙ୍କୁ ଚେତାବନୀ ଦେଇଛନ୍ତି l