ଉତ୍କଳ voice
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoice.pozecon.com

ସ୍ବର୍ଗତ ନରେନ୍ଦ୍ର କୁମାର ଦାସ ଏକାଦଶ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ।

ରାହାମା, 15/06/2026, ଉତ୍କଳ voice(ରାହାମାରୁ ଜଗନ୍ନାଥ ପ୍ରସାଦ ସାହୁଙ୍କ ରିପୋର୍ଟ )
Article Image
ରାହାମା ମଙ୍ଗଳା କଲୋନୀ ଅଧିବାସୀ ସ୍ବର୍ଗତ ନରେନ୍ଦ୍ର କୁମାର ଦାସଙ୍କ ଏକାଦଶ ଅବସରରେ ଶ୍ରଦ୍ଧାଞ୍ଜଳି ଯୋଗ ଦେଲେ ଅବସର ସମାଜ ଓଡିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପଦ ଚନ୍ଦ୍ର ସ୍ୱାଇଁ, ଯୋଗ ଦେଇ ପୁଷ୍ପ ମାଲ୍ୟ ଦେବା ସହିତ ଶୋକ ସନ୍ତପ ପରିବାର ବର୍ଗ କୁ ସମବେଦନା ଜଣାଇଲେ ଏହି ଅବସର ରେ ତାଳପଡା ର ଯୁବ ସମାଜ ସେବୀ ପ୍ରତାପ ଚନ୍ଦ୍ର ଦାସ,ସମାଜ ସେବୀ ଡ଼ଃ ସୁନାକର ବେହେରା, କାର୍ତ୍ତିକ ସାହୁ,ଆଡ଼ଭୋକେଟ ଗଜେନ୍ଦ୍ର ବିଶ୍ୱାଳ ବଜାର କମିଟି ରାହାମା ସଭାପତି ଶିଶିର କୁମାର ଦାସ,ପୁଅ ସତ୍ୟପ୍ରକାଶ ଦାସ, ସାନ ପୁଅ ଶିବ ପ୍ରକାଶ ସାହୁ, ଝିଅ ସରିତା ଜୟନ୍ତୀ, ଜ୍ୱାଇଁ ପୁରୁଷୋତ୍ତମ,ବୋହୂ ଶତାବ୍ଦୀ, ବିଶ୍ୱପ୍ରିୟା, ଝିଆରୀ ସୋନି, ଜଗନ୍ନାଥ ପ୍ରସାଦ ସାହୁ, ଅମରେନ୍ଦ୍ର ବିଶ୍ୱାଳ ସନ୍ଦୀପ୍ତ ମହାନ୍ତି, ଅକ୍ଷୟ ସେଠି,ସଂଜୀବ ସାହୁ, ସୁରେଶ ସାହୁ, ପ୍ରଦୋଷ ବେଉରା,ରୁବି ଓ ନାତି ନାତୁଣୀ ଉପସ୍ଥିତ ଥିଲେ।
9